From 509a845d41fe6fbe3a689ee9827bdd205160fd41 Mon Sep 17 00:00:00 2001 From: Manoj Kumar Giri Date: Thu, 11 Jun 2009 20:38:45 +0530 Subject: Updated Oriya Translation --- po/or.po | 397 ++++++++++++++++++++++++++++++++++++++++++++++----------------- 1 file changed, 294 insertions(+), 103 deletions(-) (limited to 'po') diff --git a/po/or.po b/po/or.po index c30ed3b35c..30cd9807ae 100644 --- a/po/or.po +++ b/po/or.po @@ -9,7 +9,7 @@ msgstr "" "Project-Id-Version: or\n" "Report-Msgid-Bugs-To: http://bugzilla.gnome.org/enter_bug.cgi?product=evolution\n" "POT-Creation-Date: 2009-06-09 07:43+0000\n" -"PO-Revision-Date: 2009-06-10 22:32+0530\n" +"PO-Revision-Date: 2009-06-11 20:38+0530\n" "Last-Translator: Manoj Kumar Giri \n" "Language-Team: Oriya \n" "MIME-Version: 1.0\n" @@ -44,6 +44,7 @@ msgstr "" "\n" "\n" "\n" +"\n" "X-Generator: KBabel 1.11.4\n" #: ../a11y/addressbook/ea-addressbook-view.c:94 @@ -393,6 +394,9 @@ msgid "" "a supported login method. Remember that many passwords are case sensitive; " "your caps lock might be on." msgstr "" +"ଆପଣଙ୍କର ପ୍ରବେଶ ସଂକେତର ବନାନ ଠିକ ଅଛି କି ନାହିଁ ଏବଂ ଆପଣ ଗୋଟିଏ ସମର୍ଥିତ ଲଗଇନ ପଦ୍ଧତି ବ୍ୟବହାର " +"କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଯାଞ୍ଚ କରନ୍ତୁ। ମନେରଖନ୍ତୁ ଯେ ଅନେକ ପ୍ରବେଶ ସଂକେତଗୁଡ଼ିକ " +"ଅକ୍ଷର ନିର୍ଦ୍ଦିଷ୍ଟ; ଆପଣଙ୍କର କ୍ୟାପ୍ସ ଲକ ଅନ ଥାଇପାରେ।" #: ../addressbook/addressbook.error.xml.h:9 msgid "Could not get schema information for LDAP server." @@ -462,6 +466,9 @@ msgid "" "this functionality or it may be misconfigured. Ask your administrator for " "supported search bases." msgstr "" +"ଏହି LDAP ସର୍ଭର LDAP ର କୌଣସି ପୁରୁଣା ସଂସ୍କରଣକୁ ବ୍ୟବହାର କରିପାରେ, ଯାହାକି ଏହି ଫଳନକୁ ସମର୍ଥନ " +"କରିନପାରେ ଅଥବା ଏହା ଭୁଲ ଭାବରେ ବିନ୍ୟାସିତ ହୋଇଥାଏପାରେ। ସମର୍ଥିତ ସନ୍ଧାନ ଆଧାର ପାଇଁ ଆପଣଙ୍କର " +"ପ୍ରଶାସକଙ୍କୁ ପଚାରନ୍ତୁ।" #: ../addressbook/addressbook.error.xml.h:24 msgid "This address book could not be opened." @@ -508,6 +515,8 @@ msgid "" "You are attempting to move a contact from one address book to another but it " "cannot be removed from the source. Do you want to save a copy instead?" msgstr "" +"ଆପଣ ଗୋଟିଏ ସମ୍ପର୍କକୁ ଗୋଟିଏ ଠିକଣାରୁ ଅନ୍ୟ ଗୋଟିକୁ ସ୍ଥାନାନ୍ତରିତ କରିବା ପାଇଁ ଚେଷ୍ଟାକରୁଛନ୍ତି କିନ୍ତୁ ଏହାକୁ " +"ଉତ୍ସରୁ କଢ଼ାଯାଇପାରିବ ନାହିଁ। ଏହା ପରିବର୍ତ୍ତେ ଆପଣ ଗୋଟିଏ ନକଲକୁ ସଂରକ୍ଷଣ କରିବାକୁ ଚାହୁଁଛନ୍ତି କି?" #: ../addressbook/addressbook.error.xml.h:34 msgid "" @@ -515,6 +524,8 @@ msgid "" "problems using Evolution. For best results the server should be upgraded to " "a supported version" msgstr "" +"ଆପଣ ଗୋଟିଏ ଅସମର୍ଥିତ ଶ୍ରେଣୀ ଅନୁଯାୟୀ ସର୍ଭର ସହିତ ସଂଯୁକ୍ତ ହେଉଛନ୍ତି ଏବଂ Evolution ବ୍ୟବହାର କରି " +"ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ଉତ୍ତମ ଫଳାଫଳ ପାଇଁ ସର୍ଭରକୁ ସମର୍ଥିତ ସଂସ୍କରଣକୁ ଉନ୍ନୟନ କରାଯିବା ଉଚିତ" #: ../addressbook/addressbook.error.xml.h:35 msgid "You do not have permission to delete contacts in this address book." @@ -722,12 +733,16 @@ msgid "" "Selecting this option means that Evolution will only connect to your LDAP " "server if your LDAP server supports SSL." msgstr "" +"ଏହି ବିକଳ୍ପକୁ ବାଛିବା ମାନେ ହେଉଛି Evolution ଆପଣଙ୍କର LDAP ସର୍ଭର ସହିତ ସଂଯୁକ୍ତ ହେବ ଯଦି ଆପଣଙ୍କର " +"LDAP ସର୍ଭର SSLକୁ ସମର୍ଥନ କରିଥାଏ।" #: ../addressbook/gui/component/addressbook-config.c:219 msgid "" "Selecting this option means that Evolution will only connect to your LDAP " "server if your LDAP server supports TLS." msgstr "" +"ଏହି ବିକଳ୍ପକୁ ବାଛିବା ମାନେ ହେଉଛି Evolution ଆପଣଙ୍କର LDAP ସର୍ଭର ସହିତ ସଂଯୁକ୍ତ ହେବ ଯଦି ଆପଣଙ୍କର " +"LDAP ସର୍ଭର TLSକୁ ସମର୍ଥନ କରିଥାଏ।" #: ../addressbook/gui/component/addressbook-config.c:221 msgid "" @@ -735,6 +750,8 @@ msgid "" "TLS. This means that your connection will be insecure, and that you will be " "vulnerable to security exploits." msgstr "" +"ଏହି ବିକଳ୍ପକୁ ବାଛିବା ମାନେ ହେଉଛି ଆପଣଙ୍କର ସର୍ଭର SSL କିମ୍ବା TLS କୁ ସମର୍ଥନ କରେନାହିଁ।ଏହା ମାନେ " +"ହେଉଛି ଆପଣଙ୍କର ସଂଯୋଗ ଅସୁରକ୍ଷିତ ହେବ, ଏବଂ ଆପଣ ସୁରକ୍ଷା ସମସ୍ୟାର ସମ୍ମୁଖିନ ହେବେ।" #: ../addressbook/gui/component/addressbook-config.c:346 msgid "Base" @@ -755,6 +772,9 @@ msgid "" "list of standard ports has been provided. Ask your system administrator what " "port you should specify." msgstr "" +"ଏହା ହେଉଛି LDAP ସର୍ଭରରେ ଥିବା ସଂଯୋଗିକୀ ଯାହାକୁକି Evolution ସଂଯୋଗ କରିବା ପାଇଁ ଚେଷ୍ଟାକରିଥାଏ। " +"ମାନକ ସଂଯୋଗିକୀର ଗୋଟିଏ ତାଲିକା ପ୍ରଦାନ କରାଯାଇଛି। କେଉଁ ସଂଯୋଗିକୀକୁ ଉଲ୍ଲେଖ କରିବା ଉଚିତ ତାହା ପାଇଁ " +"ଆପଣଙ୍କର ତନ୍ତ୍ର ପ୍ରଶାସକଙ୍କ ସହିତ ଯୋଗାଯୋଗ କରନ୍ତୁ।" #: ../addressbook/gui/component/addressbook-config.c:839 msgid "" @@ -762,6 +782,9 @@ msgid "" "setting this to \"Email Address\" requires anonymous access to your LDAP " "server." msgstr "" +"ଏହା ହେଉଛି ଆପଣଙ୍କୁ ବୈଧିକୃତ କରିବା ପାଇଁ Evolution ବ୍ୟବହାର କରୁଥିବା ପଦ୍ଧତି। ମନେରଖନ୍ତୁ ଯେ ଏହାକୁ " +"\"ଇମେଲ ଠିକଣା\" ଭାବରେ ବିନ୍ୟାସ କରିବା ପାଇଁ ଆପଣଙ୍କର LDAP ସର୍ଭରରେ ଅଜ୍ଞାତ ଅଭିଗମ୍ୟତା ଆବଶ୍ୟକ " +"କରିଥାଏ।" #: ../addressbook/gui/component/addressbook-config.c:918 msgid "" @@ -770,6 +793,10 @@ msgid "" "your search base. A search scope of \"one\" will only include the entries " "one level beneath your base." msgstr "" +"ସନ୍ଧାନ ସୁଯୋଗଟି ବ୍ୟାଖ୍ୟା କରିଥାଏ ଯେ ଆପଣ କିପରି ଡିରେକ୍ଟୋରୀ ଟ୍ରୀକୁ ସନ୍ଧାନ " +"କରିବା ପାଇଁ ଚାହୁଁଛନ୍ତି। \"sub\" ର ଗୋଟିଏ ସନ୍ଧାନ ସୁଯୋଗରେ ଆପଣଙ୍କର ସନ୍ଧାନ ଆଧାରର " +"ସମସ୍ତ ଭରଣଗୁଡ଼ିକ ଅନ୍ତର୍ଭୁକ୍ତ ହେବ। \"one\" ର ଗୋଟିଏ ସନ୍ଧାନ ସୁଯୋଗ କେବଳ ଆପଣଙ୍କର " +"ସନ୍ଧାନ ଆଧାରର ତଳେ ଥିବା ଭରଣଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ।" #: ../addressbook/gui/component/addressbook-config.c:1022 #: ../addressbook/gui/component/ldap-config.glade.h:17 @@ -843,6 +870,10 @@ msgid "" "\n" "Please be patient while Evolution migrates your folders..." msgstr "" +"Evolution ସମ୍ପର୍କ ଫୋଲଡରଗୁଡ଼ିକର ଅବସ୍ଥାନ ଏବଂ ଅନୁକ୍ରମ Evolution 1.x ପରଠାରୁ ପରିବର୍ତ୍ତନ " +"ହୋଇଛି।\n" +"\n" +"ଦୟାକରି Evolution ଆପଣଙ୍କର ଫୋଲଡରଗୁଡ଼ିକୁ ସ୍ଥାନାନ୍ତରଣ କରିବା ସମୟରେ ଧୈର୍ଯ୍ୟ ରଖନ୍ତୁ..." #: ../addressbook/gui/component/addressbook-migrate.c:1151 msgid "" @@ -1117,6 +1148,9 @@ msgid "" "searches will begin. If you leave this blank, the search will begin at the " "root of the directory tree." msgstr "" +"ସନ୍ଧାନ ଆଧାରଟି ହୋଉଛି ଭରଣର ଚିହ୍ନିତ ନାମ (DN) ଯେଉଁଠି ସନ୍ଧାନ ଆରମ୍ଭ ହୋଇଥାଏ। " +"ଯଦି ଆପଣ ଏହାକୁ ଖାଲି ରଖନ୍ତି, ତେବେ ସନ୍ଧାନ କାର୍ଯ୍ୟ ଡିରେକ୍ଟୋରୀ ଟ୍ରୀର ମୂଳରେ " +"ଆରମ୍ଭ ହୋଇଥାଏ।" #: ../addressbook/gui/component/ldap-config.glade.h:30 msgid "" @@ -1129,6 +1163,8 @@ msgid "" "This is the maximum number of entries to download. Setting this number to be " "too large will slow down your address book." msgstr "" +"ଏହି ହେଉଛି ଆହରଣ କରାଯାଉଥିବା ଭରଣର ସର୍ବାଧିକ ସଂଖ୍ୟା। ଏହି ସଂଖ୍ୟାକୁ ଅତ୍ୟଧିକ ବଡ଼ ବିନ୍ୟାସ କରିବା " +"ଦ୍ୱାରା ଆପଣଙ୍କର ଠିକଣା ବହି ମନ୍ଥର ହୋଇପାରେ।" #: ../addressbook/gui/component/ldap-config.glade.h:32 msgid "" @@ -2438,6 +2474,9 @@ msgid "" "marked for offline usage or not yet downloaded for offline usage. Please " "load the address book once in online mode to download its contents." msgstr "" +"ଏହି ଠିକଣା ବହିକୁ ଖୋଲାଯାଇପାରିବ ନାହିଁ। ଏହା ମାନେ ହେଉଛି ଏହି ବହିଟିକୁ ଅଫଲାଇନ ବ୍ୟବହାର ପାଇଁ ଚିହ୍ନିଟ " +"କରାଯାଇନାହିଁ ଅଥବା ଏପର୍ଯ୍ୟନ୍ତ ଆହରଣ କରାଯାଇନାହିଁ। ଦୟାକରି ଏହାର ବିଷୟବସ୍ତୁଗୁଡ଼ିକୁ ଆହରଣ କରିବା ପାଇଁ " +"ଠିକଣା ବହିକୁ ଅନଲାଇନ ଧାରାରେ ଥରେ ଧାରଣ କରନ୍ତୁ।" #: ../addressbook/gui/widgets/eab-gui-util.c:119 #, c-format @@ -2445,18 +2484,24 @@ msgid "" "This address book cannot be opened. Please check that the path %s exists " "and that permissions are set to access it." msgstr "" +"ଏହି ଠିକଣା ବହିକୁ ଖୋଲାଯାଇପାରିବ ନାହିଁ। ଦୟାକରି ଯାଞ୍ଚକରନ୍ତୁ ଯେ ପଥ %s ଅବସ୍ଥିତ ଏବଂ ସେହି ଅନୁମତିଗୁଡ଼ିକୁ " +"ଅଭିଗମ୍ୟ କରିବା ପାଇଁ ଅନୁମତି ସେଟ କରାଯାଇଛି।" #: ../addressbook/gui/widgets/eab-gui-util.c:131 msgid "" "This version of Evolution does not have LDAP support compiled in to it. To " "use LDAP in Evolution an LDAP-enabled Evolution package must be installed." msgstr "" +"Evolutionର ଏହି ସଂସ୍କରଣରେ LDAP ସମର୍ଥନ ନାହିଁ। LDAP କୁ Evolution ରେ ବ୍ୟବହାର କରିବା ପାଇଁ " +"LDAP-ସକ୍ରିୟ Evolution ପ୍ୟାକେଜକୁ ନିଶ୍ଚିତ ଭାବରେ ସ୍ଥାପନ କରିବା ଉଚିତ।" #: ../addressbook/gui/widgets/eab-gui-util.c:140 msgid "" "This address book cannot be opened. This either means that an incorrect URI " "was entered, or the server is unreachable." msgstr "" +"ଏହି ଠିକଣା ବହିକୁ ଖୋଲାଯାଇପାରିବ ନାହିଁ। ଏହା ମାନେ ହେଉଛି ଗୋଟିଏ ଭୁଲ URI ଭରଣ ହୋଇଛି, ଅଥବା ସର୍ଭରଟି " +"ଅପହଞ୍ଚ ଅଟେ।" #: ../addressbook/gui/widgets/eab-gui-util.c:148 msgid "Detailed error message:" @@ -2469,6 +2514,10 @@ msgid "" "Please make your search more specific or raise the result limit in\n" "the directory server preferences for this address book." msgstr "" +"ଅନେକ କାର୍ଡ଼ ଏହି ପ୍ରଶ୍ନ ସହିତ ମେଳ ଖାଇଥାଏ ଯେପରି ସର୍ଭରଟି ଫେରାଇବା ପାଇଁ ବିନ୍ୟାସିତ ହୋଇଥାଏ ଅଥବା\n" +"Evolution ପ୍ରଦର୍ଶନ କରିବା ପାଇଁ ବିନ୍ୟାସିତ ହୋଇଥାଏ।\n" +"ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ସନ୍ଧାନ ଯନ୍ତ୍ରଟି ଅତ୍ୟଧିକ ନିର୍ଦ୍ଦିଷ୍ଟ କିମ୍ବା ଫଳାଫଳ ସୀମାକୁ\n" +"ଡ଼ିରେକ୍ଟୋରୀ ସର୍ଭର ପସନ୍ଦରେ ଏହି ଠିକଣା ପୁସ୍ତକ ପାଇଁ ଦର୍ଶାଇଥାଏ।" #: ../addressbook/gui/widgets/eab-gui-util.c:177 msgid "" @@ -2477,6 +2526,10 @@ msgid "" "more specific or raise the time limit in the directory server\n" "preferences for this address book." msgstr "" +"ଏହି ପ୍ରଶ୍ନକୁ ନିଷ୍ପାଦନ କରିବା ସମୟ ସର୍ଭର ସୀମାକୁ ଅତିକ୍ରମ କରିଛି କିମ୍ବା ସୀମାଟି ଏହି ଠିକଣା " +"ବହିକୁ ବିନ୍ୟାସିତ ହୋଇଛି। ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ସନ୍ଧାନଟି\n" +"ଅଧିକ ବିଶିଷ୍ଟ ଅଥବା ସମୟ ସୀମାକୁ ଡିରେକ୍ଟୋରୀ ସର୍ଭରର\n" +"ପସନ୍ଦରେ ଠିକଣା ପୁସ୍ତକ ପାଇଁ ବୃଦ୍ଧିକରିଥାଏ।" #: ../addressbook/gui/widgets/eab-gui-util.c:183 msgid "The backend for this address book was unable to parse this query." @@ -2744,6 +2797,8 @@ msgid "" "'{0}' is a read-only calendar and cannot be modified. Please select a " "different calendar from the side bar in the Calendar view." msgstr "" +"'{0}' ଟି କେବଳ ପଠନୀୟ ଅଟେ ଏବଂ ଏହାକୁ ପରିବର୍ତ୍ତନ କରିହେବ ନାହିଁ। ଦୟାକରି ଭିନ୍ନଏକ " +"କ୍ୟାଲେଣ୍ଡରକୁ କ୍ୟାଲେଣ୍ଡର ଦୃଶ୍ୟର ପାର୍ଶ୍ୱପଟିରୁ ବାଛନ୍ତୁ।" #. For Translators: {0} is the name of the calendar source #: ../calendar/calendar.error.xml.h:4 @@ -2751,18 +2806,24 @@ msgid "" "'{0}' is a read-only calendar and cannot be modified. Please select a " "different calendar that can accept appointments." msgstr "" +"'{0}' ଟି କେବଳ ପଠନୀୟ ଅଟେ ଏବଂ ଏହାକୁ ପରିବର୍ତ୍ତନ କରିହେବ ନାହିଁ। ଦୟାକରି ଭିନ୍ନଏକ " +"କ୍ୟାଲେଣ୍ଡରକୁ ବାଛନ୍ତୁ ଯାହାକି ସାକ୍ଷାତକାରଗୁଡ଼ିକୁ ଗ୍ରହଣ କରିଥାଏ।" #: ../calendar/calendar.error.xml.h:5 msgid "" "Adding a meaningful summary to your appointment will give your recipients an " "idea of what your appointment is about." msgstr "" +"ଆପଣଙ୍କର ସାକ୍ଷାତକାରରେ ଗୋଟିଏ ମୂଲ୍ୟବାନ ସାରାଂଶ ଯୋଗ କରିବା ଦ୍ୱାରା ଗ୍ରହଣ " +"କର୍ତ୍ତାମାନଙ୍କୁ ସାକ୍ଷାତକାର ବିଷୟରେ ଗୋଟିଏ ବିଚାର ପ୍ରଦାନ କରିଥାଏ।" #: ../calendar/calendar.error.xml.h:6 msgid "" "Adding a meaningful summary to your task will give your recipients an idea " "of what your task is about." msgstr "" +"ଆପଣଙ୍କର କାର୍ଯ୍ୟରେ ଗୋଟିଏ ମୂଲ୍ୟବାନ ସାରାଂଶ ଯୋଗ କରିବା ଦ୍ୱାରା ଗ୍ରହଣ " +"କର୍ତ୍ତାମାନଙ୍କୁ ସାକ୍ଷାତକାର ବିଷୟରେ ଗୋଟିଏ ବିଚାର ପ୍ରଦାନ କରିଥାଏ।" #: ../calendar/calendar.error.xml.h:7 msgid "All information in these memos will be deleted and can not be restored." @@ -2901,6 +2962,8 @@ msgid "" "Email invitations will be sent to all participants and allow them to accept " "this task." msgstr "" +"ଇମେଲ ଆମନ୍ତ୍ରଣଗୁଡ଼ିକୁ ସମସ୍ତ ଅଂଶଗ୍ରହଣକାରୀମାନଙ୍କ ପାଖକୁ ପଠାଯିବ ଏବଂ ସେମାନଙ୍କୁ ଏହି କାର୍ଯ୍ୟଭାର ଗ୍ରହଣ " +"କରିବା ପାଇଁ ଅନୁମତି ଦିଆଯିବ।" #: ../calendar/calendar.error.xml.h:39 msgid "Email invitations will be sent to all participants and allow them to reply." @@ -2930,18 +2993,24 @@ msgid "" "If you do not send a cancelation notice, the other participants may not know " "the meeting is canceled." msgstr "" +"ଯଦି ଆପଣ ଗୋଟିଏ ବାତିଲ ବିଜ୍ଞପ୍ତି ନପଠାନ୍ତି, ତେବେ ଅନ୍ୟ ଅଂଶଗ୍ରହଣକାରୀମାନେ ସଭା " +"ବାତିଲ ହୋଇଛି ବୋଲି ଜାଣିପାରିବେ ନାହିଁ।" #: ../calendar/calendar.error.xml.h:46 msgid "" "If you do not send a cancelation notice, the other participants may not know " "the memo has been deleted." msgstr "" +"ଯଦି ଆପଣ ଗୋଟିଏ ବାତିଲ ବିଜ୍ଞପ୍ତି ନପଠାନ୍ତି, ତେବେ ଅନ୍ୟ ଅଂଶଗ୍ରହଣକାରୀମାନେ ମେମୋଟି" +"ଅପସାରଣ ହୋଇଛି ବୋଲି ଜାଣିପାରିବେ ନାହିଁ।" #: ../calendar/calendar.error.xml.h:47 msgid "" "If you do not send a cancelation notice, the other participants may not know " "the task has been deleted." msgstr "" +"ଯଦି ଆପଣ ଗୋଟିଏ ବାତିଲ ବିଜ୍ଞପ୍ତି ନପଠାନ୍ତି, ତେବେ ଅନ୍ୟ ଅଂଶଗ୍ରହଣକାରୀମାନେ କାର୍ଯ୍ୟଟିକୁ" +"ଅପସାରଣ କରାଯାଇଛି ବୋଲି ଜାଣିପାରିବେ ନାହିଁ।" #: ../calendar/calendar.error.xml.h:48 msgid "No response from the server." @@ -2964,24 +3033,32 @@ msgid "" "Sending updated information allows other participants to keep their " "calendars up to date." msgstr "" +"ଅଦ୍ୟତିତ ସୂଚନା ପଠାଇବା ଦ୍ୱାରା ଅନ୍ୟ ଅଂଶଗ୍ରହଣକାରୀ ମାନେ ସେମାନଙ୍କର " +"କ୍ୟାଲେଣ୍ଡରକୁ ଅଦ୍ୟତିତ ରଖନ୍ତି।" #: ../calendar/calendar.error.xml.h:53 msgid "" "Sending updated information allows other participants to keep their task " "lists up to date." msgstr "" +"ଅଦ୍ୟତିତ ସୂଚନା ପଠାଇବା ଦ୍ୱାରା ଅନ୍ୟ ଅଂଶଗ୍ରହଣକାରୀ ମାନେ ସେମାନଙ୍କର " +"କାର୍ଯ୍ୟକୁ ଅଦ୍ୟତିତ ରଖନ୍ତି।" #: ../calendar/calendar.error.xml.h:55 msgid "" "Some attachments are being downloaded. Saving the appointment would result " "in the loss of these attachments." msgstr "" +"କିଛି ସଂଲଗ୍ନକ ଗୁଡ଼ିକୁ ଆହରଣ କରାଯାଇଛି। ସାକ୍ଷାତକାରମାନଙ୍କୁ ସଂରକ୍ଷଣ କରିବା " +"ଦ୍ୱାରା ଏହି ସଂଲଗ୍ନକରେ ଫଳାଫଳ ନଷ୍ଟକୁ ଦର୍ଶାଇଥାଏ।" #: ../calendar/calendar.error.xml.h:56 msgid "" "Some attachments are being downloaded. Saving the task would result in the " "loss of these attachments." msgstr "" +"କିଛି ସଂଲଗ୍ନକଗୁଡ଼ିକୁ ଆହରଣ କରାଯାଇଛି। କାର୍ଯ୍ୟକୁ ସଂରକ୍ଷଣ କରିବା ଦ୍ୱାରା " +"ଏହି ସଂଲଗ୍ନକଗୁଡ଼ିକ ନଷ୍ଟ ହୋଇଥାଏ।" #: ../calendar/calendar.error.xml.h:57 msgid "Some features may not work properly with your current server." @@ -3073,6 +3150,9 @@ msgid "" "problems using Evolution. For best results, the server should be upgraded to " "a supported version." msgstr "" +"ଆପଣ ଗୋଟିଏ ଅସମର୍ଥିତ ଶ୍ରେଣୀ ଅନୁଯାୟୀ ସର୍ଭର ସହିତ ସଂଯୁକ୍ତ ହେଉଛନ୍ତି ଏବଂ Evolution ବ୍ୟବହାର କରି " +"ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ଉତ୍ତମ ଫଳାଫଳ ପାଇଁ ସର୍ଭରକୁ ସମର୍ଥିତ ସଂସ୍କରଣକୁ " +"ଉନ୍ନୟନ କରାଯିବା ଉଚିତ।" #: ../calendar/calendar.error.xml.h:79 msgid "You have changed this appointment, but not yet saved it." @@ -3353,6 +3433,10 @@ msgid "" "configured to send an email. Evolution will display\n" "a normal reminder dialog box instead." msgstr "" +"Evolution କ୍ୟାଲେଣ୍ଡର ସ୍ମରଣକାରୀକୁ ଇମେଲ ବିଜ୍ଞପ୍ତି\n" +"ସହିତ ଏପର୍ଯ୍ୟନ୍ତ ସମର୍ଥନ କରେନାହିଁ, କିନ୍ତୁ ଏହି ସ୍ମରଣକାରୀକୁ\n" +"ଇମେଲ ପଠାଇବା ପାଇଁ ବିନ୍ୟାସ କରାଯାଇଛି। Evolution\n" +"ଏହା ପରିବର୍ତ୍ତେ ଗୋଟିଏ ସାଧାରଣ ସ୍ମରଣକାରୀ ସଂଳାପ ବାକ୍ସକୁ ଦର୍ଶାଇଥାଏ।" #: ../calendar/gui/alarm-notify/alarm-queue.c:1722 #, c-format @@ -3465,7 +3549,7 @@ msgstr "expungeକୁ ନିଶ୍ଚିତ କରନ୍ତୁ" #: ../calendar/gui/apps_evolution_calendar.schemas.in.h:12 msgid "Days on which the start and end of work hours should be indicated." -msgstr "" +msgstr "ଯେଉଁ ଦିନ କାର୍ଯ୍ୟର ଆରମ୍ଭ ଏବଂ ସମାପ୍ତିକୁ ଦର୍ଶାଯାଇଥାଏ।" #: ../calendar/gui/apps_evolution_calendar.schemas.in.h:13 msgid "Default appointment reminder" @@ -3521,15 +3605,15 @@ msgstr "ସମାନ୍ତରାଳ ପ୍ୟାନ ଅବସ୍ଥାନ" #: ../calendar/gui/apps_evolution_calendar.schemas.in.h:26 msgid "Hour the workday ends on, in twenty four hour format, 0 to 23." -msgstr "" +msgstr "କାର୍ଯ୍ୟଦିବସର ସମୟ (ଘଣ୍ଟାରେ) ସମାପ୍ତ ହୋଇଥାଏ, ଚବିଶ ଘଣ୍ଟା ଶୈଳୀରେ, 0 ରୁ 23." #: ../calendar/gui/apps_evolution_calendar.schemas.in.h:27 msgid "Hour the workday starts on, in twenty four hour format, 0 to 23." -msgstr "" +msgstr "କାର୍ଯ୍ୟଦିବସର ସମୟ (ଘଣ୍ଟାରେ) ଆରମ୍ଭ ହୋଇଥାଏ, ଚବିଶ ଘଣ୍ଟା ଶୈଳୀରେ, 0 ରୁ 23." #: ../calendar/gui/apps_evolution_calendar.schemas.in.h:28 msgid "Intervals shown in Day and Work Week views, in minutes." -msgstr "" +msgstr "ଦିନ ଏବଂ କାର୍ଯ୍ୟ ସପ୍ତାହ ଦୃଶ୍ୟଗୁଡ଼ିକରେ ଦର୍ଶାଯାଇଥିବା ଅନ୍ତରାଳ, ମିନଟରେ।" #: ../calendar/gui/apps_evolution_calendar.schemas.in.h:29 msgid "Last alarm time" @@ -3565,6 +3649,8 @@ msgid "" "Maximum number of recently used timezones to remember in a " "'day_second_zones' list." msgstr "" +"'day_second_zones' ତାଲିକାରେ ମନେରଖିବା ପାଇଁ ସାମ୍ପ୍ରତିକ ବ୍ୟବହୃତ ସମୟ " +"ମଣ୍ଡଳଗୁଡ଼ିକର ସର୍ବାଧିକ ସଂଖ୍ୟା।" #: ../calendar/gui/apps_evolution_calendar.schemas.in.h:37 msgid "Maximum number of recently used timezones to remember." @@ -3603,18 +3689,24 @@ msgid "" "Position of the horizontal pane, between the date navigator calendar and the " "task list when not in the month view, in pixels." msgstr "" +"ତାରିଖ ସଞ୍ଚାଳକ କ୍ୟାଲେଣ୍ଡର ଏବଂ କାର୍ଯ୍ୟ ତାଲିକା ମଧ୍ଯରେ ଥିବା ସମାନ୍ତରାଳ ପଟ୍ଟିକାର " +"ଅବସ୍ଥାନ ମାସ ଦୃସ୍ୟରେ ନାହିଁ, ପିକସେଲରେ।" #: ../calendar/gui/apps_evolution_calendar.schemas.in.h:46 msgid "" "Position of the horizontal pane, between the view and the date navigator " "calendar and task list in the month view, in pixels." msgstr "" +"ଦୃଶ୍ୟ ଏବଂ ତାରିଖ ସଞ୍ଚାଳକ କ୍ୟାଲେଣ୍ଡର ଏବଂ କାର୍ଯ୍ୟ ତାଲିକା ମଧ୍ଯରେ ଥିବା ସମାନ୍ତରାଳ ପଟ୍ଟିକାର " +"ଅବସ୍ଥାନ ମାସ ଦୃସ୍ୟରେ ନାହିଁ, ପିକସେଲରେ।" #: ../calendar/gui/apps_evolution_calendar.schemas.in.h:47 msgid "" "Position of the vertical pane, between the calendar lists and the date " "navigator calendar." msgstr "" +"କ୍ୟାଲେଣ୍ଡର ତାଲିକା ଏବଂ ତାରିଖ ସଞ୍ଚାଳକ କ୍ୟାଲେଣ୍ଡର ମଧ୍ଯରେ ଥିବା " +"ଭୂଲମ୍ବ ପଟ୍ଟିକାର ଅବସ୍ଥାନ।" #: ../calendar/gui/apps_evolution_calendar.schemas.in.h:48 msgid "" @@ -3627,12 +3719,16 @@ msgid "" "Position of the vertical pane, between the view and the date navigator " "calendar and task list in the month view, in pixels." msgstr "" +"ଦୃଶ୍ୟ ଏବଂ ତାରିଖ ସଞ୍ଚାଳକ କ୍ୟାଲେଣ୍ଡର ଏବଂ କାର୍ଯ୍ୟ ତାଲିକା ମଧ୍ଯରେ ଥିବା ଭୂଲମ୍ବ ପଟ୍ଟିକାର " +"ଅବସ୍ଥାନ ମାସ ଦୃଶ୍ୟରେ ନାହିଁ, ପିକସେଲରେ।" #: ../calendar/gui/apps_evolution_calendar.schemas.in.h:50 msgid "" "Position of the vertical pane, between the view and the date navigator " "calendar and task list when not in the month view, in pixels." msgstr "" +"ଦୃଶ୍ୟ ଏବଂ ତାରିଖ ସଞ୍ଚାଳକ କ୍ୟାଲେଣ୍ଡର ଏବଂ କାର୍ଯ୍ୟ ତାଲିକା ମଧ୍ଯରେ ଥିବା ଭୂଲମ୍ବ ପଟ୍ଟିକାର " +"ଅବସ୍ଥାନ ମାସ ଦୃଶ୍ୟରେ ନାହିଁ, ପିକସେଲରେ।" #: ../calendar/gui/apps_evolution_calendar.schemas.in.h:51 msgid "Programs that are allowed to be run by alarms." @@ -3656,15 +3752,15 @@ msgstr "ଘଟଣା/ସାକ୍ଷାତକାର ସମ୍ପାଦକରେ #: ../calendar/gui/apps_evolution_calendar.schemas.in.h:56 msgid "Show Role field in the event/task/meeting editor" -msgstr "" +msgstr "ଭୂମିକା କ୍ଷେତ୍ରକୁ ଘଟଣା/କାର୍ଯ୍ୟ/ସଭା ସମ୍ପାଦକରେ ଦର୍ଶାନ୍ତୁ" #: ../calendar/gui/apps_evolution_calendar.schemas.in.h:57 msgid "Show appointment end times in week and month views" -msgstr "" +msgstr "ସାକ୍ଷାତକାର ଶେଷ ସମୟ ସପ୍ତାହ ଏବଂ ମାସ ଦୃଶ୍ୟ ଆକାରରେ ଦର୍ଶାନ୍ତୁ" #: ../calendar/gui/apps_evolution_calendar.schemas.in.h:58 msgid "Show categories field in the event/meeting/task editor" -msgstr "" +msgstr "ବିଭାଗ କ୍ଷେତ୍ରକୁ ଘଟଣା/କାର୍ଯ୍ୟ/ସଭା ସମ୍ପାଦକରେ ଦର୍ଶାନ୍ତୁ" #: ../calendar/gui/apps_evolution_calendar.schemas.in.h:59 msgid "Show display alarms in notification tray" @@ -3705,6 +3801,8 @@ msgid "" "Shows the second time zone in a Day View, if set. Value is similar to one " "used in a 'timezone' key." msgstr "" +"ଦ୍ୱିତୀୟ ସମୟ ମଣ୍ଡଳକୁ ଦିବସ ଦୃଶ୍ୟ ଆକାରରେ ଦର୍ଶାନ୍ତୁ, ଯଦି ସେଟକରାଯାଇଛି। ମୂଲ୍ୟଟି " +"'ସମୟ ମଣ୍ଡଳ' କି ରେ ବ୍ୟବହୃତ ସଦୃଶ।" #: ../calendar/gui/apps_evolution_calendar.schemas.in.h:68 msgid "Tasks due today color" @@ -3720,12 +3818,16 @@ msgid "" "The URL template to use as a free/busy data fallback, %u is replaced by the " "user part of the mail address and %d is replaced by the domain." msgstr "" +"ମୁକ୍ତ/ବ୍ୟସ୍ତ ତଥ୍ୟ ପଛୁଆ ପରି ବ୍ୟବହାର କରିବାକୁ ଥିବା URL ନାମପଟି, %u କୁ ଇମେଲ ଠିକଣା ଏବଂ " +"ପରିସର ଦ୍ୱାରା ସ୍ଥାନାନ୍ତରିତ %dର ଚାଳକ ଅଂଶ ପାଇଁ ବଦଳାଯାଇଛି।" #: ../calendar/gui/apps_evolution_calendar.schemas.in.h:72 msgid "" "The default timezone to use for dates and times in the calendar, as an " "untranslated Olsen timezone database location like \"America/New York\"." msgstr "" +"କ୍ୟାଲେଣ୍ଡରରେ ତାରିଖ ଏବଂ ସମୟ ଭାବରେ ବ୍ୟବହାର କରିବା ପାଇଁ ପୂର୍ବନିର୍ଦ୍ଧାରିତ ସମୟ ମଣ୍ଡଳ," +"\"America/New York\" ପରି ଅନୁବାଦ ହୋଇନଥିବା Olsen ସମୟ ମଣ୍ଡଳ ତଥ୍ୟାଧାର ଅବସ୍ଥାନ।" #: ../calendar/gui/apps_evolution_calendar.schemas.in.h:73 msgid "The second timezone for a Day View" @@ -3736,6 +3838,8 @@ msgid "" "This can have three possible values. 0 for errors. 1 for warnings. 2 for " "debug messages." msgstr "" +"ଏହାର ତିନୋଟି ସମ୍ଭାବ୍ୟ ମୂଲ୍ୟ ଥାଇପାରେ। ତ୍ରୁଟି ପାଇଁ 0। ଚେତାବନୀ ପାଇଁ 1। " +"ତ୍ରୁଟି ନିବାରଣ ସନ୍ଦେଶଗୁଡ଼ିକ ପାଇଁ 2।" #: ../calendar/gui/apps_evolution_calendar.schemas.in.h:75 msgid "Time divisions" @@ -3743,7 +3847,7 @@ msgstr "ସମୟ ବିଭାଜନ" #: ../calendar/gui/apps_evolution_calendar.schemas.in.h:76 msgid "Time the last alarm ran, in time_t." -msgstr "" +msgstr "ଶେଷଥର ବାଜିଥିବା ଚେତାବନୀର ସମୟ, t ସମୟରେ (_t)।" #: ../calendar/gui/apps_evolution_calendar.schemas.in.h:77 msgid "Timezone" @@ -3754,6 +3858,8 @@ msgid "" "Transparency of the events in calendar views, a value between 0 " "(transparent) and 1 (opaque)." msgstr "" +"କ୍ୟାଲେମ୍ଡାର ଦୃଶ୍ୟରେ ଘଟଣାଗୁଡ଼ିକର ସ୍ୱଚ୍ଛତା, 0 (ସ୍ୱଚ୍ଛ) ଏବଂ 1 (ଅସ୍ୱଚ୍ଛ) " +"ମଧ୍ଯରେ ଥିବା ଗୋଟିଏ ମୂଲ୍ୟ।" #: ../calendar/gui/apps_evolution_calendar.schemas.in.h:79 msgid "Twenty four hour time format" @@ -3765,7 +3871,7 @@ msgstr "ପୂର୍ବନିର୍ଦ୍ଧାରିତ ସ୍ଣରଣକର #: ../calendar/gui/apps_evolution_calendar.schemas.in.h:81 msgid "Units for determining when to hide tasks, \"minutes\", \"hours\" or \"days\"." -msgstr "" +msgstr "ଲୁଚାଇବାକୁ ଥିବା କାର୍ଯ୍ୟକୁ ନିର୍ଦ୍ଧାରଣ କରିବା ପାଇଁ ଏକକ \"ମିନଟ\", \"ଘଣ୍ଟା\" କିମ୍ବା \"ଦିନ\"।" #: ../calendar/gui/apps_evolution_calendar.schemas.in.h:82 msgid "Use system timezone" @@ -3789,17 +3895,19 @@ msgstr "ଗୋଟିଏ ସାକ୍ଷାତକାର କିମ୍ବା କା #: ../calendar/gui/apps_evolution_calendar.schemas.in.h:88 msgid "Whether to ask for confirmation when expunging appointments and tasks." -msgstr "" +msgstr "ସାକ୍ଷାତକାର ଏବଂ କାର୍ଯ୍ୟଗୁଡ଼ିକୁ କାଟିବା ସମୟରେ ନିଶ୍ଚିତକରଣ ପାଇଁ ପଚାରିବା ଉଚିତ କି ନୁହଁ।" #: ../calendar/gui/apps_evolution_calendar.schemas.in.h:89 msgid "" "Whether to compress weekends in the month view, which puts Saturday and " "Sunday in the space of one weekday." msgstr "" +"ସପ୍ତାହାନ୍ତକୁ ମାସ ଦୃଶ୍ୟରେ ସଙ୍କୋଚନ କରିବା ଉଚିତ କି ନୁହଁ, ଯାହାକି ଶନିବାର " +"ଏବଂ ରବିବାରକୁ ଗୋଟିଏ କାର୍ଯ୍ୟ ଦିବସରେ ରଖିଥାଏ।" #: ../calendar/gui/apps_evolution_calendar.schemas.in.h:90 msgid "Whether to display the end time of events in the week and month views." -msgstr "" +msgstr "ସପ୍ତାହ ଏବଂ ମାସ ଦୃଶ୍ୟରେ ଘଟଣାଗୁଡ଼ିକର ଅନ୍ତିମ ସମୟକୁ ଦର୍ଶାଇଥାଏ।" #: ../calendar/gui/apps_evolution_calendar.schemas.in.h:91 msgid "Whether to draw the Marcus Bains Line (line at current time) in the calendar." @@ -3819,39 +3927,39 @@ msgstr "ସାକ୍ଷାତକାର ପାଇଁ ପୂର୍ବନିର୍ #: ../calendar/gui/apps_evolution_calendar.schemas.in.h:95 msgid "Whether to show RSVP field in the event/task/meeting editor" -msgstr "" +msgstr "RSVP କ୍ଷେତ୍ରକୁ ଘଟଣା/କାର୍ୟ୍ୟ/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:96 msgid "Whether to show categories field in the event/meeting editor" -msgstr "" +msgstr "ବିଭାଗ କ୍ଷେତ୍ରକୁ ଘଟଣା/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:97 msgid "Whether to show role field in the event/task/meeting editor" -msgstr "" +msgstr "ଭୂମିକା କ୍ଷେତ୍ରକୁ ଘଟଣା/କାର୍ୟ୍ୟ/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:98 msgid "Whether to show status field in the event/task/meeting editor" -msgstr "" +msgstr "ସ୍ଥିତି କ୍ଷେତ୍ରକୁ ଘଟଣା/କାର୍ୟ୍ୟ/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:99 msgid "Whether to show times in twenty four hour format instead of using am/pm." -msgstr "" +msgstr "ପୂର୍ବାହ୍ନ/ଅପରାହ୍ନ ବ୍ୟବହାର କରିବା ପରିବର୍ତ୍ତେ ଚବିଶ ଘଣ୍ଟା ଶୈଳୀରେ ଦର୍ଶାଇବା ଉଚିତ କି ନୁହଁ।" #: ../calendar/gui/apps_evolution_calendar.schemas.in.h:100 msgid "Whether to show timezone field in the event/meeting editor" -msgstr "" +msgstr "ସମୟ ମଣ୍ଡଳ କ୍ଷେତ୍ରକୁ ଘଟଣା/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:101 msgid "Whether to show type field in the event/task/meeting editor" -msgstr "" +msgstr "ପ୍ରକାର କ୍ଷେତ୍ରକୁ ଘଟଣା/କାର୍ୟ୍ୟ/ସଭା ସମ୍ପାଦକରେ ଦର୍ଶାଇବା ଉଚିତ କି ନୁହଁ" #: ../calendar/gui/apps_evolution_calendar.schemas.in.h:102 msgid "Whether to show week number in the Day and Work Week View." -msgstr "" +msgstr "ସପ୍ତାହ ସଂଖ୍ୟାକୁ ଦିବସ ଏବଂ କାର୍ୟ୍ୟ ସପ୍ତାହ ଦୃଶ୍ୟ ଆକାରରେ ଦର୍ଶାଇବା ଉଚିତ କି ନୁହଁ।" #: ../calendar/gui/apps_evolution_calendar.schemas.in.h:103 msgid "Whether to show week numbers in the date navigator." -msgstr "" +msgstr "ତାରିଖ ସଞ୍ଚାଳକରେ ସପ୍ତାହ ସଂଖ୍ଯାକୁ ଦର୍ଶାଇବା ଉଚିତ କି ନୁହଁ।" #: ../calendar/gui/apps_evolution_calendar.schemas.in.h:104 msgid "Work days" @@ -15284,6 +15392,8 @@ msgid "" "These users will be able to send mail on your behalf\n" "and access your folders with the permissions you give them." msgstr "" +"ଏହି ଚାଳକ ମାନେ ଆପଣଙ୍କ ବଦଳରେ ମେଲ ପଠାଇବାରେ ସମର୍ଥ ହେବେ\n" +"ଏବଂ ଆପଣ ସେମାନଙ୍କୁ ପ୍ରଦାନ କରିଥିବା ଅନୁମତି ସହିତ ଫୋଲଡରଗୁଡ଼ିକୁ ଅଭିଗମ୍ୟ କରନ୍ତୁ।" #: ../plugins/exchange-operations/exchange-delegates.glade.h:14 msgid "_Delegate can see private items" @@ -15373,6 +15483,8 @@ msgid "" "who sends\n" "mail to you while you are out of the office." msgstr "" +"ନିମ୍ନରେ ଉଲ୍ଲେଖ କରାଯାଇଥିବା ସନ୍ଦେଶକୁ ସ୍ୱୟଂଚାଳିତ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ପଠାଯିବ\n" +"ଯେଉଁମାନେ ଆପଣଙ୍କ ପାଖକୁ ମେଲ ପଠାନ୍ତି ଯେତେବେଳେ ଆପଣ ଅଫିସରେ ଥାଆନ୍ତି।" #: ../plugins/exchange-operations/exchange-oof.glade.h:8 msgid "I am currently in the office" @@ -16439,6 +16551,9 @@ msgid "" "standard headers. \n" "You can ignore this if you choose \"All Headers\"." msgstr "" +"ଉପର ଲିଖିତ ଶୀର୍ଷକଗୁଡ଼ିକ ସହିତ ଆପଣ କାଢ଼ିବାକୁ ଚାହୁଁଥିବା ଅତିରିକ୍ତ ଶୀର୍ଷକଗୁଡ଼ିକୁ " +"ପ୍ରଦାନ କରନ୍ତୁ। \n" +"ଯଦି ଆପଣ \"ସମସ୍ତ ଶୀର୍ଷକଗୁଡ଼ିକ\"କୁ ବାଛନ୍ତି ତେବେ ଏହାକୁ ଅଗ୍ରାହ୍ୟ କରିପାରିବେ।" #: ../plugins/imap-features/imap-headers.glade.h:7 msgid "" @@ -16486,12 +16601,14 @@ msgstr "iPod ସନ୍ଧାନ ବିଫଳ ହୋଇଛି" msgid "" "Evolution could not find an iPod to synchronize with. Either the iPod is not " "connected to the system or it is not powered on." -msgstr "କ୍ରମବିକାଶ ନୁହେଁ ଖୋଜନ୍ତୁ କୁ ସହିତ ଅଟେ ନୁହେଁ ସଂଯୋଗ ସ୍ଥାପିତ ହେଲା କୁ ତନ୍ତ୍ର କିମ୍ବା ଅଟେ ନୁହେଁ ରେ." +msgstr "" +"Evolution ସମକାଳନ କରିବା ପାଇଁ ଗୋଟିଏ iPod ପାଇଲା ନାହିଁ। ହୁଏତ ସେହି iPod ଟି ସଂଯୁକ୍ତ " +"ହୋଇନାହିଁ ଅଥବା ଏହାକୁ ଶକ୍ତି ପ୍ରଦାନ କରାହୋଇନାହିଁ।" #: ../plugins/ipod-sync/ical-format.c:119 #: ../plugins/save-calendar/ical-format.c:164 msgid "iCalendar format (.ics)" -msgstr "" +msgstr "iCalendar ସଜ୍ଜିକରଣ ଶୈଳୀ (.ics)" #: ../plugins/ipod-sync/org-gnome-ipod-sync-evolution.eplug.xml.h:1 msgid "Synchronize to iPod" @@ -16651,6 +16768,8 @@ msgid "" "The message does contain a calendar, but the calendar contains no events, " "tasks or free/busy information" msgstr "" +"ସନ୍ଦେଶଟି କାଲେଣ୍ଡର ଧାରଣ କରିନଥାଏ, କିନ୍ତୁ କ୍ୟାଲେଣ୍ଡର କୌଣସି ଘଟଣା, " +"କାର୍ଯ୍ୟ ଅଥବା ମୁକ୍ତ/ବ୍ୟସ୍ତ ସୂଚନା ଧାରଣ କରିନଥାଏ" #: ../plugins/itip-formatter/itip-formatter.c:1589 msgid "The calendar attached contains multiple items" @@ -16661,19 +16780,21 @@ msgstr "ସଂଲଗ୍ନ ହୋଇଥିବା କାଲେଣ୍ଡରଟି msgid "" "To process all of these items, the file should be saved and the calendar " "imported" -msgstr "କୁ ସମସ୍ତ ର ଆଇଟମ୍ଗୁଡିକ ଫାଇଲ ଏବଂ କାଲେଣ୍ଡର" +msgstr "" +"ଏହି ସମସ୍ତ ବସ୍ତୁଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ, ଫାଇଲକୁ ସଂରକ୍ଷଣ କରିବା ଉଚିତ ଏବଂ କ୍ୟାଲେଣ୍ଡରକୁ " +"ଆମଦାନୀ କରାଯାଇଥାଏ" #: ../plugins/itip-formatter/itip-formatter.c:2319 msgid "This meeting recurs" -msgstr "" +msgstr "ଏହି ସାକ୍ଷାତକାରଟି ପୁଣି ଘଟିଥାଏ" #: ../plugins/itip-formatter/itip-formatter.c:2322 msgid "This task recurs" -msgstr "" +msgstr "ଏହି କାର୍ଯ୍ୟଟି ପୁଣି ଘଟିଥାଏ" #: ../plugins/itip-formatter/itip-formatter.c:2325 msgid "This memo recurs" -msgstr "" +msgstr "ଏହି ମେମୋଟି ପୁଣି ଘଟିଥାଏ" #. Delete message after acting #. FIXME Need a schema for this @@ -16861,205 +16982,207 @@ msgstr "%A, %B %e, %Y %l:%M:%S %p" #: ../plugins/itip-formatter/itip-view.c:527 #, fuzzy, c-format msgid "Please respond on behalf of %s" -msgstr "ଦୟାକରି ରେ ର" +msgstr "%s ପାଇଁ ଦୟାକରି ଉତ୍ତର ଦିଅନ୍ତୁ" #: ../plugins/itip-formatter/itip-view.c:353 #: ../plugins/itip-formatter/itip-view.c:441 #: ../plugins/itip-formatter/itip-view.c:529 #, fuzzy, c-format msgid "Received on behalf of %s" -msgstr "ପ୍ର୍ରାପ୍ତ ହେଲା ରେ ର" +msgstr "%s ପାଇଁ ଗ୍ରହଣ କରିଅଛି" #: ../plugins/itip-formatter/itip-view.c:358 #, fuzzy, c-format msgid "%s through %s has published the following meeting information:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭା ସୂଚନାକୁ ପ୍ରକାଶ କରିଅଛି:" #: ../plugins/itip-formatter/itip-view.c:360 #, fuzzy, c-format msgid "%s has published the following meeting information:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ସଭାର ସୂଚନାକୁ ପ୍ରକାଶ କରିଅଛି:" #: ../plugins/itip-formatter/itip-view.c:365 #, fuzzy, c-format msgid "%s has delegated the following meeting to you:" -msgstr " ନିମ୍ନଲିଖିତ କୁ:" +msgstr "%s ନିମ୍ନଲିଖିତ ସଭାର ପ୍ରତିନିଧିତ୍ତ୍ୱ ଆପଣଙ୍କୁ ନ୍ୟସ୍ତ କରିଛନ୍ତି:" #: ../plugins/itip-formatter/itip-view.c:368 #, fuzzy, c-format msgid "%s through %s requests your presence at the following meeting:" -msgstr " ଅନୁରୋଧ ଏଠାରେ ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭାରେ ଆପଣଙ୍କର ଉପସ୍ଥିତି କାମନା କରୁଛନ୍ତି:" #: ../plugins/itip-formatter/itip-view.c:370 #, fuzzy, c-format msgid "%s requests your presence at the following meeting:" -msgstr " ଅନୁରୋଧ ଏଠାରେ ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ସଭାରେ ଆପଣଙ୍କର ଉପସ୍ଥିତି କାମନା କରୁଛନ୍ତି:" #: ../plugins/itip-formatter/itip-view.c:376 #, fuzzy, c-format msgid "%s through %s wishes to add to an existing meeting:" -msgstr " କୁ ଯୋଗ କରନ୍ତୁ କୁ:" +msgstr "%s %s ମାଧ୍ଯମରେ ଗୋଟିଏ ସ୍ଥିତବାନ ସଭାକୁ ଯୋଗକରିବାକୁ ଚାହୁଁଅଛି:" #: ../plugins/itip-formatter/itip-view.c:378 #, fuzzy, c-format msgid "%s wishes to add to an existing meeting:" -msgstr " କୁ ଯୋଗ କରନ୍ତୁ କୁ:" +msgstr "%s ଗୋଟିଏ ସ୍ଥିତବାନ ସଭାକୁ ଯୋଗକରିବାକୁ ଚାହୁଁଅଛି:" #: ../plugins/itip-formatter/itip-view.c:382 #, fuzzy, c-format msgid "" "%s through %s wishes to receive the latest information for the " "following meeting:" -msgstr " କୁ ପାଇଁ ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭାର ନୂତନତମ ସୂଚନା ଗ୍ରହଣ କରିବା ପାଇଁ ଆଶା କରୁଅଛି:" #: ../plugins/itip-formatter/itip-view.c:384 #, fuzzy, c-format msgid "%s wishes to receive the latest information for the following meeting:" -msgstr " କୁ ପାଇଁ ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ସଭାର ନୂତନତମ ସୂଚନା ଗ୍ରହଣ କରିବା ପାଇଁ ଆଶା କରୁଅଛି:" #: ../plugins/itip-formatter/itip-view.c:388 #, fuzzy, c-format msgid "%s through %s has sent back the following meeting response:" -msgstr " ପଛକୁ ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭା ଉତ୍ତରକୁ ପଛକୁ ପଠାଇଛି:" #: ../plugins/itip-formatter/itip-view.c:390 #, fuzzy, c-format msgid "%s has sent back the following meeting response:" -msgstr " ପଛକୁ ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ସଭା ଉତ୍ତରକୁ ପଛକୁ ପଠାଇଛି:" #: ../plugins/itip-formatter/itip-view.c:394 #, fuzzy, c-format msgid "%s through %s has canceled the following meeting:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭାକୁ ବାତିଲ କରିଅଛି:" #: ../plugins/itip-formatter/itip-view.c:396 #, fuzzy, c-format msgid "%s has canceled the following meeting." -msgstr " ନିମ୍ନଲିଖିତ." +msgstr "%s ନିମ୍ନଲିଖିତ ସଭାକୁ ବାତିଲ କରିଅଛି।" #: ../plugins/itip-formatter/itip-view.c:400 #, fuzzy, c-format msgid "%s through %s has proposed the following meeting changes." -msgstr " ନିମ୍ନଲିଖିତ." +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭାର ପରିବର୍ତ୍ତନଗୁଡ଼ିକୁ ପ୍ରସ୍ତାବ ଦେଇଅଛି।" #: ../plugins/itip-formatter/itip-view.c:402 #, fuzzy, c-format msgid "%s has proposed the following meeting changes." -msgstr " ନିମ୍ନଲିଖିତ." +msgstr "%s ନିମ୍ନଲିଖିତ ସଭାର ପରିବର୍ତ୍ତନଗୁଡ଼ିକୁ ପ୍ରସ୍ତାବ ଦେଇଅଛି।" #: ../plugins/itip-formatter/itip-view.c:406 #, fuzzy, c-format msgid "%s through %s has declined the following meeting changes:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ସଭା ପରିବର୍ତ୍ତନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଅଛି:" #: ../plugins/itip-formatter/itip-view.c:408 #, fuzzy, c-format msgid "%s has declined the following meeting changes." -msgstr " ନିମ୍ନଲିଖିତ." +msgstr "%s ନିମ୍ନଲିଖିତ ସଭା ପରିବର୍ତ୍ତନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଅଛି।" #: ../plugins/itip-formatter/itip-view.c:446 #, fuzzy, c-format msgid "%s through %s has published the following task:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ କାର୍ଯ୍ୟକୁ ପ୍ରକାଶ କରିଅଛି:" #: ../plugins/itip-formatter/itip-view.c:448 #, fuzzy, c-format msgid "%s has published the following task:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ କାର୍ଯ୍ୟକୁ ପ୍ରକାଶ କରିଅଛି:" #: ../plugins/itip-formatter/itip-view.c:453 #, fuzzy, c-format msgid "%s requests the assignment of %s to the following task:" -msgstr " ଅନୁରୋଧ ର କୁ ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ କାର୍ଯ୍ୟକୁ %s ର କାର୍ଯ୍ୟଭାର ପାଇଁ ଅନୁରୋଧ କରିଥାଏ:" #: ../plugins/itip-formatter/itip-view.c:456 #, fuzzy, c-format msgid "%s through %s has assigned you a task:" -msgstr " a:" +msgstr "%s %s ମାଧ୍ଯମରେ ଆପଣଙ୍କୁ ଗୋଟିଏ କାର୍ଯ୍ୟଭାର ନ୍ୟସ୍ତ କରିଅଛି:" #: ../plugins/itip-formatter/itip-view.c:458 #, fuzzy, c-format msgid "%s has assigned you a task:" -msgstr " a:" +msgstr "%s ଆପଣଙ୍କୁ ଗୋଟିଏ କାର୍ଯ୍ୟଭାର ନ୍ୟସ୍ତ କରିଅଛି:" #: ../plugins/itip-formatter/itip-view.c:464 #, fuzzy, c-format msgid "%s through %s wishes to add to an existing task:" -msgstr " କୁ ଯୋଗ କରନ୍ତୁ କୁ:" +msgstr "%s %s ମାଧ୍ଯମରେ ଗୋଟିଏ ସ୍ଥିତବାନ କାର୍ଯ୍ୟକୁ ଯୋଗ କରିବା ପାଇଁ ଇଚ୍ଛାପ୍ରକାଶ କରୁଅଛି:" #: ../plugins/itip-formatter/itip-view.c:466 #, fuzzy, c-format msgid "%s wishes to add to an existing task:" -msgstr " କୁ ଯୋଗ କରନ୍ତୁ କୁ:" +msgstr "%s ଗୋଟିଏ ସ୍ଥିତବାନ କାର୍ଯ୍ୟକୁ ଯୋଗ କରିବା ପାଇଁ ଇଚ୍ଛାପ୍ରକାଶ କରୁଅଛି:" #: ../plugins/itip-formatter/itip-view.c:470 #, fuzzy, c-format msgid "" "%s through %s wishes to receive the latest information for the " "following assigned task:" -msgstr " କୁ ପାଇଁ ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟର ସାମ୍ପ୍ରତିକ ସୂଚନା ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରୁଅଛି:" #: ../plugins/itip-formatter/itip-view.c:472 #, fuzzy, c-format msgid "" "%s wishes to receive the latest information for the following " "assigned task:" -msgstr " କୁ ପାଇଁ ନିମ୍ନଲିଖିତ:" +msgstr "" +"%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟର ସାମ୍ପ୍ରତିକ ସୂଚନା ଗ୍ରହଣ କରିବାକୁ " +"ଇଚ୍ଛାପ୍ରକାଶ କରୁଅଛି:" #: ../plugins/itip-formatter/itip-view.c:476 #, fuzzy, c-format msgid "%s through %s has sent back the following assigned task response:" -msgstr " ପଛକୁ ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟର ଉତ୍ତରକୁ ପଛକୁ ପଠାଇଛି:" #: ../plugins/itip-formatter/itip-view.c:478 #, fuzzy, c-format msgid "%s has sent back the following assigned task response:" -msgstr " ପଛକୁ ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟର ଉତ୍ତରକୁ ପଛକୁ ପଠାଇଛି:" #: ../plugins/itip-formatter/itip-view.c:482 #, fuzzy, c-format msgid "%s through %s has canceled the following assigned task:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ଯକୁ ବାତିଲ କରିଅଛି:" #: ../plugins/itip-formatter/itip-view.c:484 #, fuzzy, c-format msgid "%s has canceled the following assigned task:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ଯକୁ ବାତିଲ କରିଅଛି:" #: ../plugins/itip-formatter/itip-view.c:488 #, fuzzy, c-format msgid "%s through %s has proposed the following task assignment changes:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟଭାର ପରିବର୍ତ୍ତନଗୁଡ଼ିକୁ ପ୍ରସ୍ତାବିତ କରିଅଛି:" #: ../plugins/itip-formatter/itip-view.c:490 #, fuzzy, c-format msgid "%s has proposed the following task assignment changes:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟଭାର ପରିବର୍ତ୍ତନଗୁଡ଼ିକୁ ପ୍ରସ୍ତାବିତ କରିଅଛି:" #: ../plugins/itip-formatter/itip-view.c:494 #, fuzzy, c-format msgid "%s through %s has declined the following assigned task:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟକୁ ପ୍ରତ୍ୟାଖ୍ଯାନ କରିଥାଏ:" #: ../plugins/itip-formatter/itip-view.c:496 #, fuzzy, c-format msgid "%s has declined the following assigned task:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ନ୍ୟସ୍ତ କାର୍ଯ୍ୟକୁ ପ୍ରତ୍ୟାଖ୍ଯାନ କରିଥାଏ:" #: ../plugins/itip-formatter/itip-view.c:534 #, fuzzy, c-format msgid "%s through %s has published the following memo:" -msgstr " ନିମ୍ନଲିଖିତ:" +msgstr "%s %s ମାଧ୍ଯମରେ ନିମ୍ନଲିଖିତ ମେମୋକୁ ପ୍ରକାଶିତ କରିଅଛି:" #: ../plugins/itip-formatter/itip-view.c:536 #, fuzzy, c-format msgid "%s has published the following memo:" -msgstr " ନିମ୍ନଲିଖିତ:" +msgstr "%s ନିମ୍ନଲିଖିତ ମେମୋକୁ ପ୍ରକାଶିତ କରିଅଛି:" #: ../plugins/itip-formatter/itip-view.c:541 #, fuzzy, c-format msgid "%s through %s wishes to add to an existing memo:" -msgstr " କୁ ଯୋଗ କରନ୍ତୁ କୁ:" +msgstr "%s %s ମାଧ୍ଯମରେ ଗୋଟିଏ ସ୍ଥିତବାନ ମେମୋକୁ ଯୋଗ କରିବା ପାଇଁ ଚାହୁଁଅଛି:" #: ../plugins/itip-formatter/itip-view.c:543 #, fuzzy, c-format @@ -17195,7 +17318,9 @@ msgstr "Itip ସଜ୍ଜିକରଣ ଶୈଳୀ" msgid "" ""{0}" has delegated the meeting. Do you want to add the delegate " ""{1}"?" -msgstr """ କୁ ଯୋଗ କରନ୍ତୁ""?" +msgstr "" +""{0}" ସଭାର ପ୍ରତିନିଧିତ୍ତ୍ୱ କରିଥିଲେ। ଆପଣ ସେହି ପ୍ରତିନିଧିଙ୍କୁ ଯୋଗ କରିବାକୁ ଚାହୁଁଛନ୍ତି କି " +""{1}"?" #: ../plugins/itip-formatter/org-gnome-itip-formatter.error.xml.h:3 msgid "This meeting has been delegated" @@ -17242,7 +17367,7 @@ msgstr "ନୂତନ ମେଲ ସନ୍ଦେଶ ଆସିବା ସମୟର msgid "" "If \"true\", then beep, otherwise will play sound file when new messages " "arrive." -msgstr "true ଫାଇଲ ନୂତନ." +msgstr "ଯଦି \"true\", ତେବେ ଦପଦପ କରନ୍ତୁ, ଅନ୍ୟଥା ନୂତନ ସନ୍ଦେଶ ଆସିଲେ ଧ୍ୱନି ଫାଇଲ ଚଲାନ୍ତୁ।" #: ../plugins/mail-notification/apps-evolution-mail-notification.schemas.in.h:7 msgid "Notify new messages for Inbox only." @@ -17395,7 +17520,9 @@ msgstr "ଚୟିତ ଉତ୍ସ ଅଟେ ପଢନ୍ତୁ ମନୋନୀ msgid "" "Selected source is read only, thus cannot create task there. Select other " "source, please." -msgstr "ଚୟିତ ଉତ୍ସ ଅଟେ ପଢନ୍ତୁ ମନୋନୀତ କର ଅନ୍ଯ ଉତ୍ସ." +msgstr "" +"ବଚ୍ଛିତ ଉତ୍ସଟି କେବଳ ପଠନୀୟ ଅଟେ, ତେଣୁ ସେଠାରେ କାର୍ଯ୍ୟଭାର ସୃଷ୍ଟି କରିପାରିବ ନାହିଁ। ଅନ୍ୟାନ୍ୟ " +"ଉତ୍ସକୁ ଦୟାକରି ବାଛନ୍ତୁ।" #: ../plugins/mail-to-task/mail-to-task.c:356 #, fuzzy @@ -17514,7 +17641,11 @@ msgid "" "\n" "You should receive an answer from the mailing list shortly after the message " "has been sent." -msgstr "e ଡାକ କୁ URL ଆପଣ କିମ୍ବା ଏବଂ ପ୍ରଥମ ନାଁ ଠାରୁ ତାଲିକା ପରେ." +msgstr "" +"URL \"{0}\" କୁ ଗୋଟିଏ ଇ-ମୋଲ ତାଲିକା ପଠାଯିବ। ଆପଣ ସ୍ୱୟଂଚାଳିତ ଭାବରେ ସେହି ସନ୍ଦେଶକୁ " +"ପଠାଇପାରିବେ, ଅଥବା ପ୍ରଥମେ ସେଗୁଡ଼ିକୁ ଦେଖନ୍ତୁ ଏବଂ ପରିବର୍ତ୍ତନ କରନ୍ତୁ।\n" +"\n" +"ସନ୍ଦେଶ ପଠାଇସାରିବା ପରେ ଆପଣ ଅତିଶିଘ୍ର ମେଲ ତାଲିକାରୁ ଗୋଟିଏ ଉତ୍ତର ପାଇପାରିବେ।" #: ../plugins/mailing-list-actions/org-gnome-mailing-list-actions.error.xml.h:5 msgid "Malformed header" @@ -17533,7 +17664,9 @@ msgstr "ପଠାଇବା ଅନୁମୋଦିତ ନୁହଁ" msgid "" "Posting to this mailing list is not allowed. Possibly, this is a read-only " "mailing list. Contact the list owner for details." -msgstr "କୁ ଏହା ତାଲିକା ଅଟେ ନୁହେଁ ଏହା ଅଟେ a ପଢନ୍ତୁ ତାଲିକା ସମ୍ପର୍କ ତାଲିକା ପାଇଁ." +msgstr "" +"ଏହି ମେଲ ତାଲିକାରେ ଦାଖଲ କରିବା ପାଇଁ ଅନୁମତି ନାହିଁ। ସମ୍ଭବତଃ, ଏହା ଗୋଟିଏ ପଠନ-ଯୋଗ୍ୟ ମେଲ ତାଲିକା। " +"ବିସ୍ତୃତ ବିବରଣୀ ପାଇଁ ତାଲିକା ମାଲିକଙ୍କ ସହିତ ଯୋଗାଯୋଗ କରନ୍ତୁ।" #: ../plugins/mailing-list-actions/org-gnome-mailing-list-actions.error.xml.h:9 msgid "Send e-mail message to mailing list?" @@ -17546,7 +17679,11 @@ msgid "" "contain any action that could be processed.\n" "\n" "Header: {0}" -msgstr "ନୁହେଁ ଶୀର୍ଷକ ପାଇଁ ଏହା ନୁହେଁ କୌଣସି ନାଁ" +msgstr "" +"ଏହି କାର୍ଯ୍ୟକୁ କାର୍ଯ୍ୟକାରୀ କରାହୋଇପାରିଲା ନାହିଁ। ଏହି କାର୍ଯ୍ୟ ପାଇଁ ଶୀର୍ଷକରେ କାର୍ଯ୍ୟକାରୀ " +"ହେଇପାରୁଥିବା କୌଣସି ପ୍ରକାର କାର୍ଯ୍ୟ ନଥାଏ।\n" +"\n" +"ଶୀର୍ଷକ: {0}" #: ../plugins/mailing-list-actions/org-gnome-mailing-list-actions.error.xml.h:13 #, fuzzy @@ -17554,14 +17691,17 @@ msgid "" "The {0} header of this message is malformed and could not be processed.\n" "\n" "Header: {1}" -msgstr "ଶୀର୍ଷକ ର ଏହା ଅଟେ ଏବଂ ନୁହେଁ ନାଁ" +msgstr "" +"ସନ୍ଦେଶର ଏହି {0} ଶୀର୍ଷକଟି ତ୍ରୁଟିଯୁକ୍ତ ଏବଂ କାର୍ଯ୍ୟକାରୀ କରାଯାଇପାରିବ ନାହିଁ।\n" +"\n" +"ଶୀର୍ଷକ: {1}" #: ../plugins/mailing-list-actions/org-gnome-mailing-list-actions.error.xml.h:16 #, fuzzy msgid "" "This message does not contain the header information required for this " "action." -msgstr "ନୁହେଁ ଶୀର୍ଷକ ପାଇଁ ଏହା." +msgstr "ଏହି କାର୍ଯ୍ୟ ପାଇଁ ଆବଶ୍ୟକୀୟ ଶୀର୍ଷକ ସୂଚନା ଏହି ସନ୍ଦେଶରେ ନାହିଁ।" #: ../plugins/mailing-list-actions/org-gnome-mailing-list-actions.error.xml.h:17 msgid "_Edit message" @@ -17596,7 +17736,7 @@ msgstr "ଏହି ସନ୍ଦେଶଟି ଯେଉଁଠୁ ଆସିଛି #: ../plugins/mailing-list-actions/org-gnome-mailing-list-actions.xml.h:6 #, fuzzy msgid "Get information about the usage of the list this message belongs to" -msgstr "ପ୍ରାପ୍ତ କର ବିଷଯରେ ର ତାଲିକା ଏହା କୁ" +msgstr "ଏହି ସନ୍ଦେଶଟି ଯାହାର ତାହାର ବ୍ୟବହାର ବିଧି ବିଷୟରେ ସୂଚନା ଗ୍ରହଣ କରନ୍ତୁ" #: ../plugins/mailing-list-actions/org-gnome-mailing-list-actions.xml.h:8 #, fuzzy @@ -17634,7 +17774,9 @@ msgstr "ଉପ-ଫୋଲଡରରେ ସନ୍ଦେଶଗୁଡ଼ିକୁ ଚ msgid "" "Do you want to mark messages as read in the current folder only, or in the " "current folder as well as all subfolders?" -msgstr "କୁ ପଢନ୍ତୁ ଇଞ୍ଚ କିମ୍ବା ଇଞ୍ଚ ସମସ୍ତ?" +msgstr "" +"ଆପଣ କେବଳ ପ୍ରଚଳିତ ଫୋଲଡରରେ ସନ୍ଦେଶଗୁଡ଼ିକୁ ପଢ଼ାଯାଇଥିବା ପରି ଚିହ୍ନଟ କରିବା ପାଇଁ ଚାହୁଁଛନ୍ତି କି, କିମ୍ବା " +"ପ୍ରଚଳିତ ଫୋଲଡରରେ ଏବଂ ସମସ୍ତ ଉପ ଫୋଲଡରଗୁଡ଼ିକରେ ମଧ୍ଯ?" #: ../plugins/mark-all-read/mark-all-read.c:164 msgid "Current Folder and _Subfolders" @@ -18180,8 +18322,10 @@ msgid "" "\n" "Please click the \"Forward\" button to continue. " msgstr "" -"ସ୍ବାଗତମ କୁ କ୍ରମବିକାଶ କ୍ରମବିକାଶ କୁ କୁ ଆକାଉଣ୍ଟ ଗୁଡିକ ଏବଂ କୁ ଫାଇଲ ମାନ ଠାରୁ ଅନ୍ଯ ନାଁ ଦବାନ୍ତୁ " -"ଆଗକୁ ବଟନ କୁ " +"Evolutionରେ ଆପଣଙ୍କୁ ସ୍ୱାଗତ କରୁଅଛୁ। ପରବର୍ତ୍ତୀ କିଛି ପରଦା Evolution କୁ ଆପଣଙ୍କ ଇମେଲ ଖାତା ସହିତ " +"ସଂଯୁକ୍ତ କରିବା ପାଇଁ ଏବଂ ଅନ୍ୟାନ୍ୟ ପ୍ରୟୋଗରୁ ଫାଇଲ ଆମଦାନୀ କରିବା ପାଇଁ ଅନୁମତି ଦେବ। \n" +"\n" +"ଦୟାକରି ଅଗ୍ରସର ହେବା ପାଇଁ \"ଆଗକୁ\" ବଟନକୁ କ୍ଲିକ କରନ୍ତୁ।" #: ../plugins/startup-wizard/startup-wizard.c:115 msgid "Importing files" @@ -18465,7 +18609,11 @@ msgid "" "representing \"use system settings\", \"no proxy\", \"use manual proxy " "configuration\" and \"use proxy configuration provided in the autoconfig url" "\" respectively." -msgstr "ମନୋନୀତ କର ବିନ୍ଯାସ ମୋଡ ଏବଂ ତନ୍ତ୍ର ନାଁ ମେନ୍ଯୁଆଲ ବିନ୍ଯାସ ଏବଂ ବିନ୍ଯାସ ଇଞ୍ଚ." +msgstr "" +"ପ୍ରକ୍ସି ସଂରଚନା ଅବସ୍ଥାକୁ ବାଛନ୍ତୁ। ସମର୍ଥିତ ମୂଲ୍ୟଗୁଡ଼ିକ ହେଉଛି 0, 1, 2, ଏବଂ 3 " +"ଯାହାକି ଯଥାକ୍ରମେ \"ତନ୍ତ୍ର ସଂରଚନାକୁ ବ୍ୟବହାର କରନ୍ତୁ\", \"କୌଣସି ପ୍ରକ୍ସି ନାହିଁ\", \"ହସ୍ତକୃତ ପ୍ରକ୍ସି ସଂରଚନା " +"ବ୍ୟବହାର କରନ୍ତୁ\" ଏବଂ\"autoconfig url ରେ ପ୍ରଦାନ କରାଯାଇଥିବା ପ୍ରକ୍ସି ସଂରଚନାକୁ ବ୍ୟବହାର କରନ୍ତୁ\" କୁ " +"ଉପସ୍ଥାପନ କରିଥାଏ।" #: ../shell/apps_evolution_shell.schemas.in.h:29 msgid "Sidebar is visible" @@ -18488,7 +18636,9 @@ msgstr "ସ୍ଥିତିପଟିଟି ଦୃଶ୍ୟମାନ ଅଟେ" msgid "" "The configuration version of Evolution, with major/minor/configuration level " "(for example \"2.6.0\")." -msgstr "ବିନ୍ଯାସ ର କ୍ରମବିକାଶ ସହିତ ବିନ୍ଯାସ ସ୍ତର ପାଇଁ." +msgstr "" +"Evolution ର ସଂରଚନା ସଂସ୍କରଣ, ମୂଖ୍ୟ/ଗୌଣ/ସଂରଚନା ସ୍ତର ସହିତ " +"(ଉଦାହରଣ ସ୍ୱରୂପ \"2.6.0\")।" #: ../shell/apps_evolution_shell.schemas.in.h:34 msgid "The default height for the main window, in pixels." @@ -18507,7 +18657,9 @@ msgstr "ପାର୍ଶ୍ୱପଟିର ପୂର୍ବ ନିର୍ଦ୍ଧ msgid "" "The last upgraded configuration version of Evolution, with major/minor/" "configuration level (for example \"2.6.0\")." -msgstr "ଅନ୍ତିମ ବିନ୍ଯାସ ର କ୍ରମବିକାଶ ସହିତ ବିନ୍ଯାସ ସ୍ତର ପାଇଁ." +msgstr "" +"Evolution ର ଅନ୍ତିମ ଉନ୍ନତ ସଂରଚନାର ସଂସ୍କରଣ, ମୂଖ୍ୟ/ଗୌଣ/ସଂରଚନା ସ୍ତର ସହିତ " +"(ଉଦାହରଣ ସ୍ୱରୂପ \"2.6.0\")।" #: ../shell/apps_evolution_shell.schemas.in.h:38 msgid "The machine name to proxy HTTP through." @@ -18526,21 +18678,27 @@ msgstr "ଏସ୍.ଓ.ସି.କେ.ଏସ୍. ଛାୟା ପାଇଁ ଯନ msgid "" "The port on the machine defined by \"/apps/evolution/shell/network_config/" "http_host\" that you proxy through." -msgstr "ରେ ଦ୍ବାରା ନେଟୱାର୍କ config ଆଧାର." +msgstr "" +"\"/apps/evolution/shell/network_config/http_host\" ଦ୍ୱାରା ବ୍ୟାଖ୍ୟା କରାଯାଇଥିବା " +"ସଂଯୋଗିକୀ ଯାହା ମାଧ୍ଯମରେ ଆପଣ ପ୍ରକ୍ସି କରିଥାନ୍ତି।" #: ../shell/apps_evolution_shell.schemas.in.h:42 #, fuzzy msgid "" "The port on the machine defined by \"/apps/evolution/shell/network_config/" "secure_host\" that you proxy through." -msgstr "ରେ ଦ୍ବାରା ନେଟୱାର୍କ config ଆଧାର." +msgstr "" +"\"/apps/evolution/shell/network_config/secure_host\" ଦ୍ୱାରା ବ୍ୟାଖ୍ୟା କରାଯାଇଥିବା " +"ସଂଯୋଗିକୀ ଯାହା ମାଧ୍ଯମରେ ଆପଣ ପ୍ରକ୍ସି କରିଥାନ୍ତି।" #: ../shell/apps_evolution_shell.schemas.in.h:43 #, fuzzy msgid "" "The port on the machine defined by \"/apps/evolution/shell/network_config/" "socks_host\" that you proxy through." -msgstr "ରେ ଦ୍ବାରା ନେଟୱାର୍କ config ଆଧାର." +msgstr "" +"\"/apps/evolution/shell/network_config/socks_host\" ଦ୍ୱାରା ବ୍ୟାଖ୍ୟା କରାଯାଇଥିବା " +"ସଂଯୋଗିକୀ ଯାହା ମାଧ୍ଯମରେ ଆପଣ ପ୍ରକ୍ସି କରିଥାନ୍ତି।" #: ../shell/apps_evolution_shell.schemas.in.h:44 msgid "" @@ -18649,8 +18807,10 @@ msgid "" "settings found. If you would like to\n" "try again, please click the \"Back\" button.\n" msgstr "" -"କ୍ରମବିକାଶ ଯାଞ୍ଜ କରାଗଲା ପାଇଁ କୁ ଠାରୁ ନିମ୍ନଲିଖିତ Pine Netscape ନାଁ ମିଳିଛି ସଦୃଶ କୁ ଦବାନ୍ତୁ ପଛ " -"ବଟନ ନାଁ" +"ନିମ୍ନଲିଖିତ ପ୍ରୟୋଗ: Pine, Netscape, Elm, iCalendar ଆମଦାନୀ\n" +"କରିବା ପାଇଁ ସଂରଚନାକୁ Evolution ଯାଞ୍ଜ କରିଥିଲା। କୌଣସି ଆମଦାନୀ ଯୋଗ୍ୟ\n" +"ସଂରଚନା ମିଳିଲା ନାହିଁ। ଯଦି ଆପଣ ପୁଣିଥରେ ଚେଷ୍ଟାକରିବା ପାଇଁ ଚାହୁଁଛନ୍ତି,\n" +"ତେବେ ଦୟାକରି \"ପଛକୁ\" ବଟନକୁ କ୍ଲିକ କରନ୍ତୁ।\n" #: ../shell/e-shell-importer.c:296 msgid "F_ilename:" @@ -18855,8 +19015,21 @@ msgid "" "We hope that you enjoy the results of our hard work, and we\n" "eagerly await your contributions!\n" msgstr "" -"ପାଇଁ କୁ ଏହା କ୍ରମବିକାଶ ନାଁ ର କ୍ରମବିକାଶ ଅଟେ ନୁହେଁ ଅଟେ ବନ୍ଦ କରନ୍ତୁ କିମ୍ବା ନୁହେଁ ନାଁ a ର " -"କ୍ରମବିକାଶ କୁ ଏବଂ ନାଁ ଖୋଜନ୍ତୁ କୁ us ଏଠାରେ ସହିତ ନାଁ ଏବଂ ଅଟେ ନୁହେଁ ପାଇଁ କୁ ର ନାଁ ର ଏବଂ ନାଁ" +"ନମସ୍କାର! Evolution ଶ୍ରେଣୀ ଅନୁଯାୟୀ ଅବସ୍ଥାର ଏହି ପ୍ରାକଦର୍ଶନ ପ୍ରକାଶନକୁ ଆହରଣ\n" +"କରିଥିବା ପାଇଁ ଧନ୍ୟବାଦ।\n" +"\n" +"Evolution ର ଏହି ସଂସ୍କରଣଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ନିକଟତର ହେଉଅଛି,\n" +"କିନ୍ତୁ କିଛି ବିଶେଷତା ସମାପ୍ତ ହୋଇନାହିଁ ଅଥବା ଠିକ ଭାବରେ କାର୍ଯ୍ୟ କରୁନାହିଁ।\n" +"\n" +"ଯଦି ଆପଣ Evolutionର ଗୋଟିଏ ସ୍ଥାୟୀ ସଂସ୍କରଣ ଆଶାକରୁଛନ୍ତି, ତେବେ ଆମେ ଅନୁରୋଧ କରୁଅଛୁ\n" +"ଯେ ଆପଣ ଏହି ସଂସ୍କରଣକୁ ବିସ୍ଥାପନ କରନ୍ତୁ, ଏବଂ ତାହା ପରିବର୍ତ୍ତେ ସଂସ୍କରଣ %s କୁ ସ୍ଥାପନ କରନ୍ତୁ।\n" +"\n" +"ଯଦି ଆପଣଙ୍କୁ ତ୍ରୁଟି ମିଳେ, ତେବେ ଦୟାକରି ଆମକୁ bugzilla.gnome.org ମାଧ୍ଯମରେ ଖବର ଦିଅନ୍ତୁ।\n" +"ଏହି ଉତ୍ପାଦଟି ବିନା ନିର୍ଭରୋକ୍ତିରେ ଆସିଥାଏ ଏବଂ ଏହା ବ୍ୟକ୍ତିଗତ ପ୍ରୋନ\n" +"କରିବାକୁ ଇଚ୍ଛୁକ ନୁହଁ।\n" +"\n" +"ଆମେ ଆଶାକରୁଛୁ ଯେ ଆପଣ ଆମର କଠିନ ପରିଶ୍ରମକୁ ଉପଭୋଗ କରନ୍ତୁ, ଏବଂ ଆମେ\n" +"ଇଚ୍ଛା ସହକାରେ ଆପଣଙ୍କର ଅବଦାନକୁ ଅପେକ୍ଷା କରିବୁ!\n" #: ../shell/main.c:246 msgid "" @@ -18888,7 +19061,7 @@ msgstr "Evolution 1.4 ରୁ ବାଧ୍ୟତାମୂଳକ ଭାବରେ #: ../shell/main.c:497 msgid "Send the debugging output of all components to a file." -msgstr "" +msgstr "ସମସ୍ତ ଉପାଦାନର ତ୍ରୁଟି ନିବାରଣ ଫଳାଫଳକୁ ଗୋଟିଏ ଫାଇଲ ମଧ୍ଯକୁ ପଠାନ୍ତୁ।" #: ../shell/main.c:499 msgid "Disable loading of any plugins." @@ -18960,9 +19133,14 @@ msgid "" "Once deleted, you cannot downgrade to the previous version of Evolution " "without manual intervention.\n" msgstr "" -"ର"" ଡିରେକ୍ଟୋରୀ ବିଷଯରେ କୁ ନାଁ ଅଟେ ହସ୍ତକୃତ ଭାବରେ ସମସ୍ତ ର ଡାକ ସମ୍ପର୍କ ଏବଂ " -"କାଲେଣ୍ଡର ତଥ୍ଯ ଅଟେ ଏବଂ ଏହା ର କ୍ରମବିକାଶ ପୂର୍ବରୁ ଏହା ତଥ୍ଯ ନାଁ ବିଲୋପ ହୋଇଛି କୁ ର କ୍ରମବିକାଶ " -"ମେନ୍ଯୁଆଲ ନାଁ" +""evolution" ଡିରେକ୍ଟୋରୀର ସମସ୍ତ ତଥ୍ୟ ସବୁଦିନ ପାଇଁ କଢ଼ାହେବାକୁ ଯାଉଛି।\n" +"\n" +"ଏହା ପ୍ରସ୍ଥାବିତ ଯେ ଆପଣ ହସ୍ତକୃତ ଭାବରେ ତାହାକୁ ଯାଞ୍ଚ କରନ୍ତୁ ଯେ ଆପଣଙ୍କର ସମସ୍ତ ମେଲ, ଯୋଗାଯୋଗ, " +"ଏବଂ କ୍ୟାଲେଣ୍ଡର ତଥ୍ୟ ଉପସ୍ଥିତ ଅଛି, ଏବଂ Evolution ର ଏହି ସଂସ୍କରଣ ପୁରୁଣା ତଥ୍ୟକୁ ଅପସାରଣ କରିବା " +"ପୂର୍ବରୁ ସଠିକ ଭାବରେ କାର୍ଯ୍ୟକରିଥାଏ।\n" +"\n" +"ଥରେ ଅପସାରଣ କରିସାରିବା ପରେ, ହସ୍ତକୃତ ନିୟନ୍ତ୍ରଣ ବିନା ଆପଣ Evolutionର ପଛ ସଂସ୍କରଣକୁ ଯାଇପାରିବେ " +"ନାହିଁ।\n" #: ../shell/shell.error.xml.h:16 #, fuzzy @@ -18974,8 +19152,11 @@ msgid "" "this data, then you may manually remove the contents of "" "evolution" at your convenience.\n" msgstr "" -"ର କ୍ରମବିକାଶ ତଥ୍ଯ ଇଞ୍ଚ a ନାଁ କୁ କାଢ଼ନ୍ତୁ ଏହା ତଥ୍ଯ ର"" ଡିରେକ୍ଟୋରୀ କୁ ଏହା ତଥ୍ଯ " -"ହସ୍ତକୃତ ଭାବରେ କାଢ଼ନ୍ତୁ ର"" ଏଠାରେ ନାଁ" +"Evolutionର ପୂର୍ବ ସଂସ୍କରଣ ଭିନ୍ନ ଏକ ସ୍ଥାନରେ ଏହାର ତଥ୍ୟ ସଂରକ୍ଷଣ କରିଥାଏ।\n" +"\n" +"ଯଦି ଆପଣ ଏହି ତଥ୍ୟକୁ କାଢ଼ିଦେବାକୁ ଚାହୁଁଛନ୍ତି, ତେବେ "evolution" ଡିରେକ୍ଟୋରୀର ସମସ୍ତ " +"ତଥ୍ୟ ସବୁଦିନ ପାଇଁ କଢ଼ାହୋଇଯିବ। ଯଦି ଆପଣ ଏହି ତଥ୍ୟକୁ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ହସ୍ତକୃତ ଭାବରେ " +""evolution" ର ତଥ୍ୟକୁ ଆପଣଙ୍କ ଇଚ୍ଛା ଅନୁସାରେ କାଢ଼ିପାରିବେ।\n" #: ../shell/shell.error.xml.h:20 msgid "Upgrade from previous version failed: {0}" @@ -18989,6 +19170,10 @@ msgid "" "You will need to make more space available in your home directory before you " "can continue." msgstr "" +"ଆପଣଙ୍କର ତଥ୍ୟକୁ ଉନ୍ନୟନ କରାଯାଉଛି ଏବଂ ଏହା ପାଇଁ {0} ପର୍ଯ୍ୟନ୍ତ ଡିସ୍କ ସ୍ଥାନ ଆବଶ୍ୟକ କରିଥାଏ, କିନ୍ତୁ " +"ଆପଣଙ୍କ ପାଖରେ କେବଳ {1} ଉପଲବ୍ଧ ଅଛି।\n" +"\n" +"ଆପଣଙ୍କୁ ଅଗ୍ରସର ହେବା ପୂର୍ବରୁ ମୂଳ ଡିରେକ୍ଟୋରୀରେ ଅଧିକ ଖାଲି ସ୍ଥାନ ସୃଷ୍ଟି କରିବାକୁ ହେବ।" #: ../shell/shell.error.xml.h:24 msgid "" @@ -19088,7 +19273,7 @@ msgstr "ନାମ" #: ../smime/gui/certificate-manager.c:284 #: ../smime/gui/certificate-manager.c:506 msgid "Purposes" -msgstr "" +msgstr "ଉଦ୍ଦେଶ୍ୟ" #: ../smime/gui/certificate-manager.c:293 ../smime/gui/smime-ui.glade.h:37 #: ../smime/lib/e-cert.c:553 @@ -19097,7 +19282,7 @@ msgstr "କ୍ରମିକ ସଂଖ୍ଯା" #: ../smime/gui/certificate-manager.c:301 msgid "Expires" -msgstr "" +msgstr "ସମୟ ସମାପ୍ତ" #: ../smime/gui/certificate-manager.c:392 msgid "All email certificate files" @@ -19137,6 +19322,8 @@ msgid "" "Issued to:\n" " Subject: %s\n" msgstr "" +"କୁ ନ୍ୟସ୍ତ:\n" +" ବିଷୟ: %s\n" #: ../smime/gui/e-cert-selector.c:118 #, c-format @@ -19144,6 +19331,8 @@ msgid "" "Issued by:\n" " Subject: %s\n" msgstr "" +"ଦ୍ୱାରା ନ୍ୟସ୍ତ:\n" +" ବିଷୟ: %s\n" #: ../smime/gui/e-cert-selector.c:170 msgid "Select certificate" @@ -19159,7 +19348,7 @@ msgstr " କ୍ଷେତ୍ରଗୁଡିକ" #: ../smime/gui/smime-ui.glade.h:3 msgid "Certificate Hierarchy" -msgstr "" +msgstr "ପ୍ରମାଣପତ୍ର ଅନୁକ୍ରମ" #: ../smime/gui/smime-ui.glade.h:4 msgid "Field Value" @@ -19187,11 +19376,11 @@ msgstr "ବୈଧତା ତାରିଖ" #: ../smime/gui/smime-ui.glade.h:10 msgid "Authorities" -msgstr "" +msgstr "ପ୍ରାଧିକାରୀ" #: ../smime/gui/smime-ui.glade.h:11 msgid "Backup" -msgstr "" +msgstr "ନକଲ ସଂରକ୍ଷଣ" #: ../smime/gui/smime-ui.glade.h:12 msgid "Backup All" @@ -19205,15 +19394,15 @@ msgstr "ପୂର୍ବରୁ ଏହା ପାଇଁ କୌଣସି ଏବଂ #: ../smime/gui/smime-ui.glade.h:14 ../smime/lib/e-cert.c:1060 msgid "Certificate" -msgstr "" +msgstr "ପ୍ରମାଣପତ୍ର" #: ../smime/gui/smime-ui.glade.h:15 msgid "Certificate Authority Trust" -msgstr "" +msgstr "ପ୍ରମାଣପତ୍ର ପ୍ରାଧିକରଣ ସଂସ୍ଥା" #: ../smime/gui/smime-ui.glade.h:16 msgid "Certificate details" -msgstr "" +msgstr "ପ୍ରମାଣପତ୍ର ବିସ୍ତୃତ ବିବରଣୀ" #: ../smime/gui/smime-ui.glade.h:17 msgid "Certificates Table" @@ -21153,7 +21342,7 @@ msgstr "ସଂଲଗ୍ନକ ଯୋଗ କରନ୍ତୁ (_d)..." #, fuzzy, c-format #| msgid "Opening %s" msgid "Open with \"%s\"" -msgstr "%s କୁ ଖୋଲୁଅଛି" +msgstr "\"%s\" ସହିତ ଖୋଲନ୍ତୁ" #: ../widgets/misc/e-attachment-view.c:646 #, c-format @@ -21424,6 +21613,8 @@ msgid "" "Mouse-based interactive map widget for selecting timezone. Keyboard users " "should instead select the timezone from the drop-down combination box below." msgstr "" +"ସମୟ ମଣ୍ଡଳ ବାଛିବା ପାଇଁ ମାଉସ ଆଧାରିତ ପାରସ୍ପରିକ କାର୍ଯ୍ୟକ୍ଷମ ମ୍ୟାପ ୱିଜେଟ। କିବୋର୍ଡ ଚାଳକମାନେ " +"ନିମ୍ନରେ ଥିବା ଡ୍ରପଡାଉନ ସଂଯୁକ୍ତ ବାକ୍ସରୁ ସମୟ ମଣ୍ଡଳକୁ ବାଛିବା ଉଚିତ।" #: ../widgets/misc/e-online-button.c:106 msgid "Online" -- cgit v1.2.3